ବର୍ଷ ତମାମ ବାଣ ଫୁଟାଇ ପାରିବେନି ସହରବାସୀ

ନୂଆଦିଲ୍ଲୀ: ବାହାଘର ହେଉ କି ବ୍ରତ ଘର ବା ଅନ୍ୟ କୌଣସି ଉତ୍ସବ, ଏଣିକି ରାଜଧାନୀବାସୀ ବର୍ଷ ତମାମ ଫୁଟାଇ ପାରିବେନି ବାଣ । ସହରର କୌଣସି ଗଳିକନ୍ଦେିର ବି ଫୁଟାଇପାରେିବନି ବାଣ । ଯଦି କେହି ବାଣ ଫୁଟାନ୍ତି ସେମାନଙ୍କଠାରୁ ଜରିମାନା ଆଦାୟ କରାଯିବା ସହ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ । ରାଜଧାନୀ ଦିଲ୍ଲେୀର ଏଭଳି ଏକ କଡ଼ା ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ଆତିଶୀ ମୋଲର୍ନା । ଏହି ନେିଦ୍ଦର୍ଶ ସମ୍ପକର୍ରେ ସୁପ୍ରିମେକାଟର୍ରେ ମଧ୍ୟ ସୂଚନା ଦିଆଯାଇଛି ।

ଦିଲ୍ଲେୀର ବଢୁଥିବା ପ୍ରଦୂଷଣକୁ ନେଇ ଆଜି ଏକ ବଡ଼ ଶୁଣାଣୀ କରିଛନ୍ତି ସୁପ୍ରିମେକାର୍ଟ । ଏଣିକି ବଷର୍ସାରା ଦିଲ୍ଲେୀର ବାଣ ଫୁଟାଇବା ଉପେର ବ୍ୟାନ୍ କରିବା ନେଇ ଅୋଦଶ ଜାରି କରିଛନ୍ତି ଆତିଶୀ ସରକାର । ଏହାପୂବର୍ରୁ ପ୍ରଦୂଷଣକୁ ଦୃଷ୍ଟେିର ରଖି ଜାନୁୟାରୀ ୨୫ ତାରିଖ ପର୍ଯ୍ୟନ୍ତ ବାଣ ଉପେର ରୋକ ଲଗାଇଥେôଲ ସରକାର । କିନ୍ତୁ ନୂଆ ରେିପାର୍ଟ ଅନୁସୋର, ଏଣିକି ବଷର୍ତମାମ ଦିଲ୍ଲେୀର ବାଣ ବିକ୍ରି ଏବଂ ଏହାର ବ୍ୟବହାର ଉପେର ପ୍ରତିବନ୍ଧକ ଲାଗୁ କରାଯାଇଛି ।

ଦିଲ୍ଲେୀର ଦିନସାରା ଆକାଶେର କୁହୁଡି ରହିଥାଏ, ଯେଉଁଥିପାଇଁ ଲୋକମୋନ ଶ୍ୱାସ ରୋଗ ଏବଂ ଅନ୍ୟାନ୍ୟ ରୋଗର ସମ୍ମୁଖୀନ ହେଉଛନ୍ତି । ପଞ୍ଜାବ, ହରିୟାଣା ଏବଂ ଉତ୍ତରପ୍ରେଦଶେର ଷ୍ଟଲ ଜଳିବା ଘଟଣା ପ୍ରଦୂଷଣ ପାଇଁ ଦାୟୀ ହୋଇଥିବା େବେଳ ବାଣ ଫୁଟାଇବା ଦ୍ୱାରା ଦିଲ୍ଲେୀର ପ୍ରଦୂଷଣ ବୃଦ୍ଧି ପାଉଛି । ନେିଷଧୋଦଶ ସେତ୍ତ୍ୱ ଦିୱାଲେୀର ସେଲେିବ୍ରସନ ଯୋଗୁଁ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଇବା ସହ ସହରର ଜଳବାୟୁ ମଧ୍ୟ ବହୁତ ଖରାପ ହୋଇଛି । ତେଣୁ ଏହାକୁ ନେଇ ସୁପ୍ରିମେକାର୍ଟ ଅସେନ୍ତାଷ ପ୍ରକାଶ କରିଛନ୍ତି।

ଦିଲ୍ଲେୀର ବାଣ ଉପେର ରୋକ ଲଗାଇବାକୁ ନେିଦ୍ଦର୍ଶ ଜାରି ହୋଇଛି ।ସୁପ୍ରିମେକାର୍ଟ ଉତ୍ତରପ୍ରେଦଶ ଏବଂ ହରିୟାଣା ସରକାରଙ୍କୁ ପରବର୍ତ୍ତୀ ନେିଦ୍ଦର୍ଶ ନେହବା ପର୍ଯ୍ୟନ୍ତ ବାଣ ଉପେର ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇବାକୁ ନେିଦ୍ଦର୍ଶ ଦେଇଛନ୍ତି। ଜଷ୍ଟିସ୍ ଏସ୍ ଓକା ଏବଂ ଜଷ୍ଟିସ୍ ଅଗଷ୍ଟିନ୍ ଜର୍ଜ ମାସିହଙ୍କ ଏକ ବେଞ୍ଚ କହିଛନ୍ତି ଯେ, ଦିଲ୍ଲୀ ସରକାର ତୁରନ୍ତ ପ୍ରଭାବ ସହିତ ବଷର୍ସାରା ଅନଲାଇନ୍ ମାଧ୍ୟମେର ବାଣ ଉତ୍ପାଦନ, ସଂରକ୍ଷଣ, ବିକ୍ରୟ ତଥା ଯୋଗାଣ ଉପେର ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇଛନ୍ତି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *